STORYMIRROR

ଇଶ୍ଵର ମଣିଷ ଅଜା ଓମ “ସିଏ” ସତରେ କ'ଣ ଯିଏ ପ୍ରେମ କରେ ସେ ଚରିତ୍ରହୀନା ? ଅତି ନିଜର ଲୋକର ଅମଙ୍ଗଳ ବିଷୟରେ ଏତେ ଟିକିଏ ଶୁଣିଲେ(ସିଏ ସତ ହେଉ କି ମିଛ) କଥା କାନ ପାଖରୁ ଯାଇ ଛାତି ପାଖରେ ପହଞ୍ଚିବା ବେଳକୁ ହିମାଳୟର ରୂପ ଧାରଣ କରି ସାରିଥାଏ Iନ ହେଲେ କ’ଣ ପାଇଁ ଏ ଯୁଗରେ ବି ପନ୍ଥେଇ ପୂଜା ଠାରୁ ଆରମ୍ଭ କରି ସାବିତ୍ରୀ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଏ ?

Odia ଯିଏ ହାରିନି ସିଏ Stories